BREAKING
Loading...
:

ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା କଲେ ତିବତ୍ୟାନ ।

 ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା କଲେ ତିବତ୍ୟାନ ।



ଗଜପତି(ମନୋଜ କୁମାର ପାଢୀ/ ୨୧/୬/ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆରୋଗ୍ୟ କାମନା ପାଇ , ଗଜପତି ଜିଲ୍ଲା ର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗୋ ବୌଧ ମନ୍ଦିରରେ ପାଞ୍ଚ ଗୋଟି କ୍ୟାମ୍ପ କୁ ନେଇ ମନ୍ଦିର ଭିତରେ ତିବତୀୟ ଲାମ୍ମା ମାନେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଫୋଟ ରଖି ତାଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା ପାଇ ପୂଜା ଏବଂ ପ୍ରାର୍ଥନା କରାଯାଇଥିଲା ,କାରଣ ଯେତେ ଜଲ୍ଦୀ ନିଜ ରାଜ୍ୟକୁ ଫେରି ଆସିବେ ବୋଲି । କାରଣ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ମୁମ୍ବାଇ ର ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି ବୋଲି ବୌଦ୍ଧ ମନ୍ଦିରରେ ପୂଜା ଅର୍ଚ୍ଚନା କରି ତାଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ ହେବେ ସେଥିପାଇଁ ସ୍ୱତନ୍ତ୍ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ପାଇ କରାଯାଇଥିଲା ପ୍ରାର୍ଥନା ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS