BREAKING
Loading...
:

ଗଞ୍ଜାମ ଜିଲ୍ଲା ପାଇଁ ଲଜ୍ଜ୍ୟା

 *ଗଞ୍ଜାମ ଜିଲ୍ଲା ପାଇଁ ଲଜ୍ଜ୍ୟା l*


*ନିଜକୁ ବିଶ୍ଵହିନ୍ଦୁ ପରିଷଦର ନେତା ବୋଲାଉଥିବା ଡ଼କ୍ଟର ଭବାନୀ ଶଙ୍କର ଦାଶ ଗିରଫ l*


*ଜଣେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ବୈଦ୍ୟନାଥପୁର ଥାନା ଗିରଫ କରି କୋୖର୍ଟ ଚାଲାଣ କରିଥିବା ସୂଚନା l ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଉଥିବା ଫଟୋ ଏବେ ଭାଇରାଲ ହେଉଛି । ନେତାଙ୍କ ଏହା ହେଉଛି କଳା କାରନାମା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS