BREAKING
Loading...
:

ରଥଯାତ୍ରାରେ_ଜୈବିକ_ଚାଉଳରେ_ହେବ_କୋଠଭୋଗ




 *ରଥଯାତ୍ରାରେ_ଜୈବିକ_ଚାଉଳରେ_ହେବ_କୋଠଭୋଗ*

*-ଚଳିତ ରଥଯାତ୍ରାରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ*

*-ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗରେ ଲାଗି ହେବ ଜୈବିକ ଚାଉଳ*

*-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି.*

*-କୋରାପୁଟର ପ୍ରଗତି ଅନୁଷ୍ଠାନ ଯୋଗାଇବ ଜୈବିକ ଚାଉଳ*.

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS