BREAKING
Loading...
:

ଚାକିରି ଦେବା ନାଁରେ ଠକେଇ; ମହିଳା ଗିରଫ




 *ଚାକିରି ଦେବା ନାଁରେ ଠକେଇ; ମହିଳା ଗିରଫ*#

ପୁଣି ରାଜଧାନୀରେ ଚାକିରି ଦେବାକୁ କହି ଠକେଇ l

ଜଣେ 420 ମହିଳାଙ୍କୁ ଗିରଫ କଲା ମୈତ୍ରୀ ବିହାର ପୋଲିସ .

ଷ୍ଟାଫ୍‌ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ପ୍ରାୟ ୨୫ ଲକ୍ଷ ଠକେଇ .

ରାୟଗଡ଼ା ଅଞ୍ଚଳର ଏକାଧିକ ଲୋକଙ୍କୁ ଠକେଇ କରି ଗିରଫ .

ତାରକା ହୋଟେଲରେ ଇଣ୍ଟରଭ୍ୟୁ ଚାଲିଥିବା ନେଇ ସୂଚନା .

୫ ଲକ୍ଷ ଟଙ୍କାରେ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ସୂଚନା .

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS