BREAKING
Loading...
:

ଜାଲ୍ ପ୍ରମାଣପତ୍ରରେ ଚାକିରି:ଶିକ୍ଷକବହିଷ୍କୃତ

 



*ଜାଲ୍ ପ୍ରମାଣପତ୍ରରେ ଚାକିରି:ଶିକ୍ଷକବହିଷ୍କୃତ*#

ଜଗତସିଂହପୁର: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି; ଶିକ୍ଷକ ବହିଷ୍କୃତ,

ଏରସମା ଗୋଡ଼ା ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ସୁଶାନ୍ତ ମଣ୍ଡଳ ବହିଷ୍କୃତ ,

୨୦ ବର୍ଷ ତଳେ ଜାତିଗତ ପ୍ରମାଣପତ୍ରରେ କରିଥିଲେ ଜାଲିଆତି,

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାକିରିରୁ ବହିଷ୍କୃତ *

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS