BREAKING
Loading...
:

ଯନ୍ତ୍ରୀଙ୍କର ୧୫ ପ୍ଲଟ୍‌ ଠାବ

 



*ଯନ୍ତ୍ରୀଙ୍କର ୧୫ ପ୍ଲଟ୍‌ ଠାବ*

  ସମ୍ବଲପୁର CADA ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କର ୧୫ ପ୍ଲଟ୍‌ ଠାବ *

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କର ୧୫ ପ୍ଲଟ୍‌ ଠାବ ।

ଭୁବନେଶ୍ୱର, କଟକ, କୋରେଇ, ବସ୍ତା ଓ ଡେଲାଙ୍ଗରେ ୧୫ ପ୍ଲଟ୍,

କଟକ ବିଦ୍ୟାଧରପୁରରେ ୭ ହଜାର ବର୍ଗଫୁଟ୍‌ର ତିନି ମହଲା କୋଠା ।

ବସ୍ତାରେ ୧୪୬୫ ବର୍ଗଫୁଟ୍‌ର ଦ୍ବିମହଲା କୋଠା ।

୨ଟି ବହୁତଳ କୋଠା ସହ ନଗଦ ୩.୪୫ ଲକ୍ଷ ଟଙ୍କା ଠାବ ।

୩ଟି ଚାରି ଚକିଆ, ଗୋଟିଏ ଜେସିବି, ଗୋଟିଏ ଦୁଇ ଚକିଆ ଠାବ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS