*ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି ପୁରୁଷ!*
*ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ*
ଭୁବନେଶ୍ୱର (ମଣିଭଦ୍ରା ଖବର) ସୁଭଦ୍ରା ଯୋଜନାରେ ହୋଇଥିବା ଆବେଦନକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି ବହୁ ସଂଖ୍ୟକ ପୁରୁଷ। ଆଧାର କାର୍ଡ ଓ ବ୍ୟାଙ୍କ ଲିଙ୍କ ଡାଟା ଯାଞ୍ଚ କରିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା। ୧୫୭ ଜଣ ପୁରୁଷମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।*
إرسال تعليق