କୁମ୍ଭ ମେଳାରୁ ଆତଙ୍କବାଦୀ ଆୟୁବ ଖାଁ ଗିରଫ ।
ସାଧୁଙ୍କ ବେଶରେ ସାଧୁଙ୍କ ସହ ରହି ଭୟଙ୍କର ଷଡ଼ଯନ୍ତ୍ରକୁ ସାକାର କରିବା ପୂର୍ବରୁ ଭଗବାନଙ୍କ କୃପାରୁ ସାଧୁମାନେ ତା'ର ଗତିବିଧି ଲକ୍ଷ୍ୟକରି ପୋଲିସଙ୍କୁ ଖବର ଦେଲେ । ପୋଲିସ ଘଟଣାସ୍ଥଳରୁ ତାକୁ ଗିରଫ କରି ଥିବା ଜଣାପଡିଛି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق