BREAKING
Loading...
:

ପୁଣି_ଏକ_ଦନ୍ତା_ହାତୀ_ର_ମୃତ୍ୟୁ

 #ପୁଣି_ଏକ_ଦନ୍ତା_ହାତୀ_ର_ମୃତ୍ୟୁ 

କଟକ ଜିଲ୍ଲା ନରସିଂହପୁର ବ୍ଲକ ରଙ୍ଗଡ଼ାବ ଗ୍ରାମର ଏକ ବଗିଚା ରେ ଦନ୍ତା ହାତୀର ମୃତ୍ୟୁ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି। ନରସିଂହପୁର ପୂର୍ଵବନ ବିଭାଗ  ଅଧିକାରୀ ଓ ଆଠଗଡ ACF ପହଞ୍ଚି ତଦନ୍ତ ଜାରି ରହିଛନ୍ତି।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS