ପୁରୀରେ ହବିଷ୍ୟାଳି ବ୍ରତ ପାଇଁ ୬ତାରିଖରୁ ପଞ୍ଜିକରଣ
ଭୁବନେଶ୍ଵର (ମଣିଭଦ୍ରା ଖବର) ପୁରୀରେ ହବିଷ୍ୟାଳୀ ବ୍ରତ ପାଇଁ ଆସନ୍ତା ୬ତାରିଖରୁ ପଞ୍ଜିକରଣ । ଅକ୍ଟୋବର ୬ରୁ ୧୧ ଯାଏ ଅନଲାଇନ ପଞ୍ଜୀକରଣ http://edistrict.odisha.gov.in ରେ ହେବ ପଞ୍ଜିକରଣ ।
ଶାରୀରିକ ଓ ମାନସିକ ସୁସ୍ଥ ଥବା ହବିଷ୍ୟାଳୀଙ୍କୁ ରଖାଯିବ, ୨୫୦୦ ହବିଷ୍ୟାଳୀଙ୍କ ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା, ବିଧବା ବ୍ରତ ଧାରିଣୀଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରାଧାନ୍ୟ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି
إرسال تعليق