BREAKING
Loading...
:

ଓଡ଼ିଶା ବିଜୁଳି କର୍ମଚାରୀ ସଂଘର 78ତମ ସ୍ବାଧିନତା ଦିବସ ପାଳିତ

 ଓଡ଼ିଶା ବିଜୁଳି କର୍ମଚାରୀ ସଂଘର 78ତମ ସ୍ବାଧିନତା ଦିବସ ପାଳିତ।

ବ୍ରହ୍ମପୁର (ମଣିଭଦ୍ରା ଖବର) କମାପଲ୍ଲୀ ସ୍ଥିତ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର 78ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ପଞ୍ଚାନନ ଜେନା,ସେକ୍ରେଟାରୀ ସୁଶାନ୍ତ ଗୌଡ, ଶଙ୍କର ସାମଲ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।ପଞ୍ଚାନନ ଜେନା ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ କିଛି ବକୃତା ଦେଇଥିଲେ।

ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ 

Post a Comment

أحدث أقدم
Header ADS