BREAKING
Loading...
:

ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିରର 78ତମ ସ୍ବାଧିନତା ଦିବସ ପାଳିତ।

 ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିରର 78ତମ ସ୍ବାଧିନତା ଦିବସ ପାଳିତ

ବ୍ରହ୍ମପୁର (ମଣିଭଦ୍ରା ଖବର)ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିରର 78 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଇଂ ରାଜେନ୍ଦ୍ର ଶେଖର ପଟ୍ଟନାୟକ,,ଶିଶୁ ମନ୍ଦିରର ଉପଦେଷ୍ଟା ଜ୍ୟୋତ୍ସ୍ନା ରାଣୀ ପାତ୍ର,ପ୍ରଧାନ ଆଚାର୍ଯ୍ୟ ସୁଜାତା ପାତ୍ର,ଲୋକନାଥ  ସାର୍ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଧିନତା ଦିବସ କଣ ପାଇଁ ପାଳନ କରାଯାଏ ସେ ବିଷୟରେ କିଛି ବକୃତା ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକକାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୂମା ପରିଚାଳନା କରିଥିଲେ।

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

أحدث أقدم
Header ADS