BREAKING
Loading...
:

ରୋଟାରୀ କ୍ଲବ ତରଫରୁ କିଡଜି ପ୍ରେ ସ୍କୁଲ ରେ 78 ତମ ସ୍ବାଧିନତା ଦିବସ ପାଳିତ

ରୋଟାରୀ କ୍ଲବ ତରଫରୁ କିଡଜି ପ୍ରେ ସ୍କୁଲ ରେ 78 ତମ ସ୍ବାଧିନତା ଦିବସ ପାଳିତ।

ବ୍ରହ୍ମପୁର(ମଣିଭଦ୍ରା ଖବର) ସ୍ଥାନୀୟ ହିଲ୍ ପାଟଣା ସ୍ଥିତ କିଡଜି ପ୍ରେ ସ୍କୁଲ ରେ 78 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ ବ୍ରହ୍ମପୁର ତଥା କିଡଜୀ ପ୍ରେ ସ୍କୁଲ ର ଡାଈରେକ୍ଟର Rtn Dr ସଂଜୀବ କୁମାର ସୁବୁଦ୍ଧି ପତାକା ଉତ୍ତୋଳନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ କିଛି ବକୃତା ଦେଇଥିଲେ।Rtn ସୁବାସ ପାତ୍ର ଙ୍କ ଦ୍ଵାରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ରେ ବିଭିନ୍ନ ସ୍କୁଲ ର 100ଜଣ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ଗିରିଜା ପ୍ରସାଦ ପଟ୍ଟନାୟକ,ସେକ୍ରେଟାରୀ ଶିବରାମ ମହାକୁଡ,ପ୍ରୋଜେକ୍ଟ ସର୍ଭିସ ସୁଜିତ୍ କୁମାର ବେହେରା, ବିଜୟ ପାଢ଼ୀ, ପ୍ରମୁଖ ପରିଚାଳନା କରିଥିଲେ।

ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ 

Post a Comment

أحدث أقدم
Header ADS