BREAKING
Loading...
:

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା 




ବୌଦ୍ଧଜିଲ୍ଲା (ମଣିଭଦ୍ରା ଖବର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ଗଣଧାରଣା l


ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ଆଜି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ସଂମ୍ମୁଖରେ ଗଣଧାରଣା ଦିଆଯାଇଛି l ବୌଦ୍ଧ ଜିଲାରେ ଉକ୍ତ ରେଳପଥର ସର୍ବାଧିକ ରେଳପଥ ଥିବା ବେଳେ l ବୌଦ୍ଧ ଜିଲ୍ଲାରେ ରେଳକାମ ଧୀର ମନ୍ଥର ଗତିରେ ଚାଲିଛି l ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଜମିର ଆବଶ୍ୟକ ଥିବାବେଳେ l ଆବଶ୍ୟକ ଅନୁମତି ମିଳିପାରୁନଥିବା ରୁ ଚାରିଛକ ଠାରୁ ଵାଣିଗୋଚ୍ଛା ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ l ତେଣୁ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ଗଣଧାରଣା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l

Post a Comment

أحدث أقدم
Header ADS