BREAKING
Loading...
:

ଗଛ ପଡି ରାସ୍ତା ଅଵରୋଧ, ଯାତାୟତରେ ଅସୁବିଧା

 ଗଛ ପଡି ରାସ୍ତା ଅଵରୋଧ, ଯାତାୟତରେ ଅସୁବିଧା 




ଦଶପଲ୍ଲା ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା  ବ୍ଲକ ର ପଥୁରିଆ ଠାରେ ଏକ ଵିରାଟ ଆମ୍ବ ଗଛ ଉପୁଡି ପଡିଵାରୁ ପଥୁରିଆ ଗୋବର୍ଦ୍ଧନ ପୁର ରାସ୍ତା ଅଵରୋଧ ହୋଇ ରହିଥିଲା , ଆମ୍ବ ଗଛଟି ଵହୁ ପୁରାତନ ,ଗତ ଲଗାଣ ବର୍ଷା ରେ ଗଛ ଚାରିପଟ ମାଟି ଦୁର୍ବଳ ହେତୁ ଗୁରୁଵାର ସକାଳେ ଗଛଟି ଉପୁଡି ପଡି ଥିଲା , ରାସ୍ତା ଉପରେ ଗଛଟି ପଡିବାରୁ ଵହୁ ସମୟ ଧରି ରାସ୍ତା ରେ ଯାତାୟତ ବ୍ୟାହତ ହୋଇଥିଲା ,ଖଵର ପାଇ ଦଶପଲ୍ଲା ଅଗ୍ନି ସେଵା କର୍ମଚାରୀଚିତ୍ରସେନ ଦଳେଇ ଙ୍କ ସହ ତାଙ୍କ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରିଥିଲେ,ଏହାପରେ ଯାତାୟତ ସ୍ଵାଭାବିକ ହୋଇଥିଲା  । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

أحدث أقدم
Header ADS