BREAKING
Loading...
:

ନୟାଗଡ଼ରେ ବଢିଲା କରୋନା ସଂକ୍ରମଣ, ଆଜି ୨୬ ରୋଗୀ ଚିହ୍ନଟ

 ନୟାଗଡ଼ରେ ବଢିଲା କରୋନା ସଂକ୍ରମଣ, ଆଜି ୨୬ ରୋଗୀ ଚିହ୍ନଟ



ନୟାଗଡ (ମଣିଭଦ୍ରା ଖବର) କରୋନାର ଚତୁର୍ଥ ଲହର ଦେଖା ଦେଇଥିବା ବେଳେ ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ନୟାଗଡ ଜିଲ୍ଲାରେ ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡିଛି । ସୋମବାର ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ମାସ୍କ ପିନ୍ଧିବା,କରୋନା କଟକଣାକୁ ମାନିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS