ଭୁବନେଶ୍ୱରରେ ଦୁଇଟ୍ରେନ୍ ମୁହାଁମୁହିଁ*
ଭୁବନେଶ୍ୱର: ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ,
ଗୋଟିଏ ଟ୍ରାକ୍ରେ ଦୁଇ ଟ୍ରେନ୍ ମୁହାଁମୁହିଁ,
ସଫେଇ ପାଇଁ ଯାଉଥିଲା ଟ୍ରେନ୍; ନଥିଲେ ଯାତ୍ରୀ,
-ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନ୍ ଆସୁଥିଲା
ଆଉ ଏକ ଟ୍ରେନ୍, ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିଲା,
ଉଭୟ ଟ୍ରେନ୍ର ଲୋକୋ ପାଇଲଟ୍ ସୁରକ୍ଷିତ,
ଗୋଟିଏ ଟ୍ରାକ୍ରେ ୨ ଟ୍ରେନ୍ ଯିବାକୁ କିଭଳି ମିଳିଲା ସିଗନାଲ୍ ସେନେଇ ପ୍ରଶ୍ନବାଚୀ?
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment