CMO (ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ)ରୁ ଚୋରି !#
CMOରୁ ଚୋରି ହୋଇଛି ୨ଟି କମିଶନ୍ ରିପୋର୍ଟ
ଓଟିଭିକୁ EXCLUSIVE ସୂଚନା ଦେଲେ ଆଇନ ମନ୍ତ୍ରୀ,
‘ବିଗତ ସରକାର ସମୟର ୨ଟି ଗୁରୁତ୍ତ୍ୱପୂର୍ଣ୍ଣ କମିଶନ ରିପୋର୍ଟ ଚୋରି ହୋଇଛି’
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହାର ଖୁବ୍ ଶୀଘ୍ର ତଦନ୍ତ ହେବ’
‘ତଦନ୍ତରେ ଯିଏ ବି ଧରା ପଡ଼ିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ’
ନିଶ୍ଚୟ ତଦନ୍ତ ହେବ, ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ- ପୃଥ୍ବୀରାଜ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment