ଆନନ୍ଦ ବଜାର ଓ ପତିତପାବନକୁ ମିଳିଲା ପାଟେଣ୍ଟ#
ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ,
ଆନନ୍ଦ ବଜାର ଓ ପତିତପାବନ ଦୁଇ ଶବ୍ଦାବଳୀକୁ ମିଳିଲା ପାଟେଣ୍ଟ,,
ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା SJTA ଲୋଗୋକୁ ପାଟେଣ୍ଟ,
ଆହୁରି ୨୬ଟି ନାମ ଆବେଦନ ହୋଇଥିବା ବେଳେ ଅଧିକ ତଥ୍ୟ ଦିଆଯିବ,
ଫଳରେ ଅନ୍ୟତ୍ର ବ୍ୟବହାର, ବିକ୍ରି, ପ୍ରସ୍ତୁତି, ଆମଦାନୀ ଉପରେ ଲାଗିଲା ରୋକ୍,
ଜଗନ୍ନାଥ ଧାମ ନାମ ପାଇଁ ମଧ୍ୟ ପାଟେଣ୍ଟ ଆବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment