ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରରୁ ବିଦ୍ୟୁତ ଟ୍ରାନ୍ସଫର୍ମ ହଟାଇବା କୁ ଦାବି।
ଖଣ୍ଡପଡ଼ା ୪,୧,୨୦୨୫(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଗ୍ନି ଶ୍ରମକେନ୍ଦ୍ର ପରିସର ମଧ୍ୟସ୍ଥ ରାସ୍ତା ପାର୍ଶ୍ଵରେ ଏକ ଅଚଳ ଅବସ୍ଥାରେ ପଡ଼ିରହିଛି ପୋଡିଯାଇଥିବା ଟ୍ରାନ୍ସଫର୍ମର। ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଗତ ୩ ବର୍ଷ ହେବ ପୋଡ଼ି ଯାଇଥିବା ରୁ ଅଗ୍ନି ଶ୍ରମ ବିଭାଗ ବିକଳ୍ପ ମାଧ୍ୟମ ରେ ବିଜୁଳି ସଂଯୋଗ କରିଦେବାରୁ ସେହିଦିନଠାରୁ ପଡ଼ିରହିଛି । ପୋଡ଼ା ଟ୍ରାନ୍ସଫର୍ମରଟିକୁ ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଗଲେ ଅଗ୍ନି ଶ୍ରମ ବିଭାଗ ର ଗାଡି ଟି ସୁବିଧାରେ ଯିବା ଆସିବା କରିପାରିବ ।ଏଥିପାଇଁ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment