BREAKING
Loading...
:

ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରରୁ ବିଦ୍ୟୁତ ଟ୍ରାନ୍ସଫର୍ମ ହଟାଇବା କୁ ଦାବି

 ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରରୁ ବିଦ୍ୟୁତ ଟ୍ରାନ୍ସଫର୍ମ ହଟାଇବା କୁ ଦାବି।




ଖଣ୍ଡପଡ଼ା ୪,୧,୨୦୨୫(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଗ୍ନି ଶ୍ରମକେନ୍ଦ୍ର ପରିସର ମଧ୍ୟସ୍ଥ ରାସ୍ତା ପାର୍ଶ୍ଵରେ ଏକ ଅଚଳ ଅବସ୍ଥାରେ ପଡ଼ିରହିଛି ପୋଡିଯାଇଥିବା ଟ୍ରାନ୍ସଫର୍ମର। ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଗତ ୩ ବର୍ଷ ହେବ ପୋଡ଼ି ଯାଇଥିବା ରୁ ଅଗ୍ନି ଶ୍ରମ ବିଭାଗ ବିକଳ୍ପ ମାଧ୍ୟମ ରେ ବିଜୁଳି ସଂଯୋଗ କରିଦେବାରୁ ସେହିଦିନଠାରୁ ପଡ଼ିରହିଛି ।  ପୋଡ଼ା ଟ୍ରାନ୍ସଫର୍ମରଟିକୁ ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଗଲେ ଅଗ୍ନି ଶ୍ରମ ବିଭାଗ ର ଗାଡି ଟି ସୁବିଧାରେ ଯିବା ଆସିବା କରିପାରିବ ।ଏଥିପାଇଁ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS