ଜିଲ୍ଲା ସ୍ତରୀୟ ପ୍ରତି ଯୋଗିତା ରେ ଶ୍ରେଷ୍ଠ ଛାତ୍ର ପଦାରବିନ୍ଦ
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ନୟାଗଡ଼ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାଯତ ଦକ୍ଷ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତା ରେ ଖଣ୍ଡପଡ଼ା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରକୁ ଜିଲ୍ଲା ସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜଣାପଡିଛି।ଏଥି ପୂର୍ବରୁ ଛାତ୍ର ପଦାରବିନ୍ଦ କୂଇଜ ପ୍ରତି ଯୋଗିତା ରେ ୨ ର ସ୍ଥାନରେ ପୁରସ୍କୃତ ହୋଇଥିଲେ ।ଏହା ଖଣ୍ଡପଡା ଆଦର୍ଶ ବିଦ୍ୟାଳୟ ପାଇଁ ଗୈାରବ ଆଣିଛି। ଖଣ୍ଡପଡ଼ା ବ୍ଲକ ଶିକ୍ଷା ଖେତ୍ର ଗର୍ବ ଓ ଗୌରବର ପ୍ରେରଣା ଦେଇଛନ୍ତି ଆଦର୍ଶ ବିଦ୍ୟାଳୟ ର ମୂଖ୍ୟ ପରିଚାଳକ ଅଧକ୍ଷ ବିଦ୍ୟାଧର ମହାରଣା।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق