BREAKING
Loading...
:

୨୮ରେ_ପୁଣି_ଆସିବେ_ମୋଦି

 


*#୨୮ରେ_ପୁଣି_ଆସିବେ_ମୋଦି*

*-ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି*

*-ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ*

*-୨୮ରେ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେବେ*

*-୨ ଦିନ ଧରି ଚାଲିବ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ ସେସନ*

*-୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ସହ ୨୮ରୁ ୩୦ ଶିଳ୍ପ ପ୍ରଦର୍ଶନୀ ହେବ*

*-ବଡ଼ ବଡ଼ ଶିଳ୍ପ ସଂସ୍ଥାର ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡ ଟେବୁଲ ହେବ*

*-ଓଡ଼ିଆ ଉଦ୍ୟୋଗୀ ଓ ମହିଳା ବିଜନେସ୍ ଲିଡର୍ସଙ୍କ ସ୍ବତନ୍ତ୍ର ସେସନ୍ ହେବ*

*-'ସୁଭଦ୍ରାରୁ ମୁଦ୍ରା' ନାଁରେ ଓଡ଼ିଆ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ସ୍ବତନ୍ତ୍ର ସେସନ୍*

*-ସବୁ କାର୍ଯ୍ୟକ୍ରମ ତ୍ରୁଟିଶୂନ୍ୟ ଓ ଆକର୍ଷଣୀୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS