BREAKING
Loading...
:

ଭଟିମୁଣ୍ଡା ମା' ଅମ୍ବିକା ଠାକୁରାଣୀଙ୍କ ନିକଟରେ ମହା ରକ୍ତଦାନ ଶିବିର

 *ଭଟିମୁଣ୍ଡା ମା' ଅମ୍ବିକା ଠାକୁରାଣୀଙ୍କ ନିକଟରେ ମହା ରକ୍ତଦାନ ଶିବିର 



ଭଟିମୁଣ୍ଡା ପଂଚାୟତ ମା' ଅମ୍ବିକା ଠାକୁରାଣୀଙ୍କ ନିକଟରେ Tetra Hedron ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ *୫୪ୟୁନିଟ୍ ରକ୍ତ ସଂଗ୍ରହ* ହୋଇଥିଲା।


ଏହି ମହତ କାର୍ଯ୍ୟକ୍ରମକୁ ଚେୟାରମ୍ୟାନ ତ୍ରିଦେବ ବେହେରା ଓ କଟକ ଜିଲ୍ଲା ରେଡ୍ କ୍ରସ୍ ର ସଂଯୋଜକ ଡ଼. ସସ୍ମିତା ପଟ୍ଟନାୟକ ଶୁଭ ଆରମ୍ଭ କରିଥିଲେ। ଓ  ସେହି ଗ୍ରାମର ଯୁବବନ୍ଧୁ ସରୋଜ କୁମାର ସାହୁ, ସଂଜୀବ କୁମାର ସାହୁ, ବିଜନ କୁମାର ସାହୁ, ତପନ କୁମାର ସାହୁ, ଶ୍ରୀଧର ସାହୁ (ବାଇନ ), ସୁଶୀଲ କୁମାର ସାହୁ, ଦୁର୍ଗାପ୍ରସାଦ ସାହୁ ପରିଚାଳନା କରିଥିଲେ।



ରକ୍ତଦାନ ମହାଦାନ। ଆପଣଙ୍କ ଗୋଟେ ବୁନ୍ଦା ରକ୍ତ କାହାର ଜୀବନ ବଞ୍ଚାଇ ପାରେ। ସମସ୍ତ ରକ୍ତଦାତା ଭାଇ ଭଉଣୀ ମାନଙ୍କୁ କୋଟି କୋଟି ଧନ୍ୟବାଦ।


*ରକ୍ତ ଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ

କଟକରୁ ଷ୍ଟେଟ ରିପୋର୍ଟର ଧୃବ ଚରଣ ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS