BREAKING
Loading...
:

ଖୁବଶିଘ୍ର ବାତ୍ୟାଜନିତ କ୍ଷତି ଆକଳନ: ମନ୍ତ୍ରୀ

 *ଖୁବଶିଘ୍ର ବାତ୍ୟାଜନିତ କ୍ଷତି ଆକଳନ: ମନ୍ତ୍ରୀ*



*-ଅତିସିଘ୍ର ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ*

*-ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ*

*‘-ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ମିଳିବ’*

*‘-ଚାଷୀଙ୍କ ଧାନ ଓଦା ହୋଇଛି,  ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ’*

*‘-ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆରମ୍ଭ ହୋଇଛି’*

*‘-ଓଡ଼ିଶାର ନଦୀ ବ୍ୟବସ୍ଥାକୁ ନେଇ DPR ପ୍ରସ୍ତୁତ କରାଯାଉଛି’*

*‘-ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍‌ର ଭିତ୍ତିଭୂମି ବିକାଶ କରାଯିବ’*

*‘-୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍ ଠିକ୍‌ କାମ କରୁଛି*

*‘-ଅନ୍ୟ ୮ଟି ନଦୀ ସିଷ୍ଟମ୍‌ର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍ ହେବ’*

*-ଏନେଇ IIT ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଛି- ସୁରେଶ ପୂଜାରୀ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS