*ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଡାକ୍ତର ନିଲମ୍ବିତ*
*-୩ ଡାକ୍ତରଙ୍କୁ ନିଲମ୍ବନ କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ*
*-ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା ନିଲମ୍ବିତ*
*-ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ*
*-ଗାଜଲବାଡ଼ି ପିଏଚ୍ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ସସ୍ପେଣ୍ଡ*
*-ଆସିକା ଏସ୍ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ମଧ୍ୟ ନିଲମ୍ବିତ*
*-ବାତ୍ୟା 'ଅର୍ଣ୍ଣବ' ବେଳେ ଅନଧିକୃତ ଭାବେ ଉଭୟ ଛୁଟିରେ ଥିବାରୁ ଆକ୍ସନ*
*-କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق