BREAKING
Loading...
:

ଘର ଭାଙ୍ଗିଥିଲେ ମିଳିବ_୧ ଲକ୍ଷ ୩୦ ହଜାର




 ଘର ଭାଙ୍ଗିଥିଲେ ମିଳିବ_୧ ଲକ୍ଷ ୩୦ ହଜାର ।

ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଦିଆଯିବ ।

ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ ।

ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨,୫୦୦ ଟଙ୍କା ।

ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨୫୦୦ ଟଙ୍କା ଦିଆଯିବ ।

ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ ।

ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା ।

ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍‌ ପାଇଁ ମିଳିବ ୧୦ ହଜାର ଟଙ୍କା ।

ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ମିଳିବ ୨୫ ହଜାର ଟଙ୍କା ।

କ୍ଷୟକ୍ଷତି ଆକଳନ ସଂପୂର୍ଣ୍ଣ ହୋଇନି, ସଂପୂର୍ଣ୍ଣ ହେଲେ ଆହୁରି ସହାୟତା ଜୋଗାଇ ଦିଆଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS