*ଗିଡ଼ିପା ବାଲି ଭୂସ୍ଖଳନ: #୨ ମୃତଦେହ ଉଦ୍ଧାର*
ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ ମୃତଦେହ ଉଦ୍ଧାର ।
ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ମୋଟ୍ ୨ ମୃତଦେହ ମିଳିଛି, ଉଭୟଙ୍କ ଚିହ୍ନଟ ସରିଛି ।
ଆସନ୍ତାକାଲି ସଂଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ ସରିବ ।
ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆର୍ଏଫ୍ ସହ ରେଲୱେ ଟିମ୍ ନିୟୋଜିତ ଅଛନ୍ତି ।
ରାସ୍ତା ନଥିବାରୁ କୌଣସି କ୍ରେନ୍ ଯାଇପାରିବନି- ଅଗ୍ନିଶମ ଡିଜି
ବଡ଼ ବଡ଼ ପଥରଗୁଡ଼ିକୁ କଣ୍ଟ୍ରୋଲ ବ୍ଲାଷ୍ଟ ଦ୍ବାରା ହଟାଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق