ଜଷ୍ଟିସ ବିଭୂପ୍ରସାଦରାଉତରାୟଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟ ।
ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ଦାୟିତ୍ବ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ।
ଆସନ୍ତା ୧୬ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ରାଉତରାୟ ।
ଆସନ୍ତା ୧୫ରେ ଅବସର ନେବେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ।
ଜଷ୍ଟିସ୍ ଟଣ୍ଡନଙ୍କ ଅବସର ପରେ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق