BREAKING
Loading...
:

ଆଜି ହେବାକୁ ଥିବା CJP ପ୍ରଦର୍ଶନକୁ ଅନୁମତି ଦେବା ପାଇଁ କାଲି ସୁପ୍ରିମକୋର୍ଟରେ ୧୦ରୁ ୧୫ ଜଣ ଏପରି ଓକିଲଙ୍କୁ ଠିଆ କରାଯାଇଛି, ଯାହାଙ୍କର ଗୋଟିଏ ଶୁଣାଣିର ଫିସ୍ ପ୍ରାୟ ୧ରୁ ୨ କୋଟି ଟଙ୍କା ହୋଇଥାଏ।

 ଆଜି ହେବାକୁ ଥିବା CJP ପ୍ରଦର୍ଶନକୁ ଅନୁମତି ଦେବା ପାଇଁ କାଲି ସୁପ୍ରିମକୋର୍ଟରେ ୧୦ରୁ ୧୫ ଜଣ ଏପରି ଓକିଲଙ୍କୁ ଠିଆ କରାଯାଇଛି, ଯାହାଙ୍କର ଗୋଟିଏ ଶୁଣାଣିର ଫିସ୍ ପ୍ରାୟ ୧ରୁ ୨ କୋଟି ଟଙ୍କା ହୋଇଥାଏ।

ତେବେ ଏହି ଗୋଟିଏ ଶୁଣାଣି ପାଇଁ CJPକୁ ୧୫ରୁ ୩୦ କୋଟି ଟଙ୍କା କିଏ ଦେଲା?

ପରଦା ପଛରେ କେଉଁମାନେ ଏହି ଖେଳ ଖେଳୁଛନ୍ତି? ଏହି ପ୍ରଦର୍ଶନଗୁଡ଼ିକ ପାଇଁ ବିପୁଳ ପରିମାଣର ଅର୍ଥ ଯୋଗାଣ କରାଯାଉଛି।

ଆଉ ୧୦ ତାରିଖରେ ହିଁ କାହିଁକି ପ୍ରଦର୍ଶନ କରିବାକୁ ହେବ? ପାର୍ବଣ ସମୟ ଯାତ୍ରୀ, ବ୍ୟବସାୟୀମାନଙ୍କର ସମସ୍ୟା ହେବ। ଅନ୍ୟ କେଉଁ ତାରିଖରେ କରିଦିଅ ଭାଇ! କିନ୍ତୁ ନା—ଟଙ୍କା ତ ଆଗରୁ ବଣ୍ଟା ସରିଛି, ଆଉ ଏବେ ସେହି ଟଙ୍କା ଫେରସ୍ତ ମଧ୍ୟ ମିଳିବ ନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS