*ବ୍ରହ୍ମପୁର ଖଲ୍ଲିକୋଟ ୟୁନିଭର୍ସିଟିରେ ଛାତ୍ର ଅସନ୍ତୋଷ*
*ଖଲ୍ଲିକୋଟ ୟୁନିଟାରୀ ୟୁନିଭର୍ସିଟିର ବାଣିଜ୍ୟ ବିଭାଗର ଜଣେ ଅଧ୍ୟାପକ ଛାତ୍ର ସଂସଦ ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ସହ ତାଙ୍କୁ ନିର୍ବାଚନରେ ଛିଡ଼ା କରାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ କ୍ୟାମ୍ପସ ପରିସରରେ ଛାତ୍ରମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ନିର୍ବାଚନରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଛାତ୍ରମହଲରେ ଦାବି ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق