BREAKING
Loading...
:

ଦୁର୍ବଳ ଭିତ୍ତିଭୂମି ଶୋଇଛି ଶକ୍ତି ବିଭାଗ,ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର l

 ଦୁର୍ବଳ ଭିତ୍ତିଭୂମି ଶୋଇଛି ଶକ୍ତି ବିଭାଗ,ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର l



ପରଜଙ୍ଗ, -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମରେ ବିଶ୍ୱାଳ ସାହି ପୋଖରୀ ରାସ୍ତା ପାର୍ଶ୍ଵ କୁ ଲାଗି  ମୁକୁଳା ଟ୍ରାନ୍ସଫର୍ମର ବିପଦ ବଢ଼ାଉଛି l ସୁରକ୍ଷା ବାଡ଼ ନାହିଁ ଗଛ ଲତା ମାଡି ଗଲାଣି ବିଦ୍ୱତ ବିଭାଗ ର ବେପରୁଆ ମନମାନୀ ଯୁଗୁଁ ବିପଦ ରେ ଲୋକଙ୍କ ଜୀବନ l ଏହି ରାସ୍ତା ଦେଇ ଦୈନିକ ଶୌଚ ପାଇଁ ଲୋକମାନେ ଯାତାୟତ କରୁଥିବା ବେଳେ ସ୍କୁଲ କୁ ପିଲାମାନେ ମଧ୍ୟ ଯାତାୟତ କରୁଛନ୍ତି l ତେବେ ବିଦ୍ୱତ କୁ କାହାରବା ଡର ନଥାଏ ବିଦ୍ୱତ ତାର ସଂସ୍ପର୍ଶରେ ଆସିଲେ କଣ ଯେ ଅବସ୍ଥା ହୋଇଥାଏ ତାହା ସମସ୍ତେ ଜାଣିଛନ୍ତି l ବିଦ୍ୱତ ବିଭାଗର ମନମାନୀ ଲାଗି ଜନ ଗହଳି ସ୍ଥାନରେ ରେ ଖୁଲା ମେଲାରେ ରହିଛି ବିଦ୍ୱତ ଟ୍ରାନ୍ସଫରର୍ମର ଜାଣି ଶୁଣି ବିଭାଗ ବିପଦକୁ ଡାକୁଛି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଏ ନେଇ ଟ୍ରାନ୍ସଫର୍ମର ଚତୁର୍ପାଶ୍ୱ ସଫା କରି  ବିଦ୍ୱତ ବିଭାଗ ତରଫରୁ ତୁରନ୍ତ ସୁରକ୍ଷା ବାଡ଼ ଦିଆଯାଉ ବୋଲି ସ୍ଥାନୀୟ ଲୋକଙ୍କ ଦାବୀ ହୋଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS