ଗଂଜାମ
• ହିଂଜିଳି ଥାନା ଇଲାକାରେ ଲିଫ୍ଟ ମାଗି ଛୁରି ମାରିବା ଘଟଣା ।
• ଦୁଇ ଅଭିଯୁକ୍ତ ଗିରଫ ।
• ଗିରଫ ଦୁଇ ଅଭିଯୁକ୍ତ ହେଲେ ଶଙ୍କରର୍ଷଣ ପାଢୀ ଓ ବଳିଅ। ଦାସ ।
• ଗତ ସାତ ତାରିଖ ଦିନ ରାତିରେ ଖଣ୍ଡରା ଛକରେ ଲିଫ୍ଟ ମାଗି ଛୁରା ମାଡ କରିଥିଲେ ।
• ଦୁଇଟି ମୋଟରସାଇକେଲ ମଧ୍ୟ ଜବତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق