BREAKING
Loading...
:

ଦୁଇ IPSଙ୍କୁ DG ପାହ୍ୟକୁ ପଦୋନ୍ନତି

 ଦୁଇ IPSଙ୍କୁ DG ପାହ୍ୟକୁ ପଦୋନ୍ନତି-




ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର- ୨ IPSଙ୍କୁ DG ପାହ୍ୟକୁ ପଦୋନ୍ନତି- ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ- ସଞ୍ଜୀବ ପଣ୍ଡା, ଯଶଓ୍ବନ୍ତ ଜେଠୱା,  ADGରୁ DG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।ଆସନ୍ତା ୧୬ ତାରିଖରେ ଡିଜିପି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS