BREAKING
Loading...
:

୩ ହାର୍ଡକୋର ନକ୍ସଲ ଗିରଫ

 



୩ ହାର୍ଡକୋର ନକ୍ସଲ ଗିରଫ ।

ଝାଡ଼ଖଣ୍ଡରେ ୩ ହାର୍ଡକୋର ନକ୍ସଲଙ୍କୁ ଗିରଫ କଲା ସୁରକ୍ଷା ବାହିନୀ ।

ଗିରଫଙ୍କ ମଧ୍ୟରେ ସାଗର ସିଂହ ସର୍ଦ୍ଦାର, ମୁଣ୍ଡରେ ଥିଲା ୧୫ ଲକ୍ଷ ପୁରସ୍କାର ।

ମଦନ ମାହାତୋଙ୍କୁ ଧରାଇ ଦେବାକୁ ଥିଲା ୫ ଲକ୍ଷ ପୁରସ୍କାର ।

ମହିଳା ନକ୍ସଲ ମୀନାଙ୍କ ମୁଣ୍ଡରେ ଥିଲା ୨ ଲକ୍ଷ ପୁରସ୍କାର ।

AKM-47 ରାଇଫଲ୍, INSAS ରାଇଫଲ୍, 9mm ପିସ୍ତଲ ମଧ୍ୟ ଜବତ ।

ସରଣ୍ଡା ଜଙ୍ଗଲରେ ରହି ଏମାନେ ଏକ ବଡ଼ ଯୋଜନା କରୁଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS