ମାଲା ବିଜୟ ପ୍ରସାଦଙ୍କ ଘରେ ED ।
ବିଶାଖାପାଟନମର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ଘରେ ED ।
ଚିଟ୍ଫଣ୍ଡ କାରବାର ନେଇ ଭୁବନେଶ୍ୱର ED ପକ୍ଷରୁ ଚଢ଼ାଉ ।
୨୦୨୧ରେ ବିଜୟଙ୍କୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର EOW ।
ପରବର୍ତ୍ତୀ ସମୟରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା ।
ବିଜୟ ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ପ୍ରମାଣ ମିଳିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق