ଆବାସିକ ବିଦ୍ୟାଳୟରେ ହିଂସା! ନଡ଼ିଆ ବାହୁଙ୍ଗା ରେ 20ରୁ ଉର୍ଦ୍ଧ ଛାତ୍ରଙ୍କୁ ମାଡ, ବିଭାଗୀୟ ତଦନ୍ତ ଆରମ୍ଭ l
ଏକ ଆବାସିକ ବିଦ୍ୟାଳୟରୁ ଆସିଛି ଏକ ଛାତି ଥରା ଦୃଶ୍ୟ l ବରିଷ୍ଠ ଛାତ୍ର ମାନେ କୋନିଷ୍ଠ ଛାତ୍ରମାନଙ୍କୁ ନୃଶଂସ ଭାବେ ପିଟିବା ଭିଡ଼ିଓ ସାମ୍ନା କୁ ଆସିଛି l କୈଣସି କାରଣକୁ ନେଇ ରାୟଗଡା ଜିଲ୍ଲା କଲନରl ବ୍ଲକ ରିଭୋଲୋକଣା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ନବମ ଶ୍ରେଣୀର ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗା ଓ ବାଡ଼ିରେ ପିଟୁଥିବା ଦୃଶ୍ୟ ସାମ୍ନା କୁ ଆସିଛି l ତେବେ ଘଟଣାର ବିଭାଗ୍ୟ ତଦନ୍ତ ଆରମ୍ଭ ହୋଇଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق