ବିନା ଦୋଷରେ ଜେଲ୍ରେ ୨୨ ବର୍ଷ ।
ଟ୍ରିପଲ୍ ମର୍ଡର ମାମଲାରେ ୨୨ ବର୍ଷ ଜେଲ୍ରେ ରହିବା ପରେ ଦୋଷମୁକ୍ତ ।
ଅଭିଯୁକ୍ତ ନବରଙ୍ଗପୁରର ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ ।
ନ୍ୟାୟ ବ୍ୟବସ୍ଥାର ସାମୂହିକ ବିଫଳତା କହିଲେ ୩ ଜଣିଆ ଖଣ୍ଡପୀଠ ।
ବିନା ପ୍ରମାଣରେ ଜଣେ ବ୍ୟକ୍ତିଙ୍କ ୨୨ ବର୍ଷ ଛଡ଼ାଇ ନିଆଗଲା- ସୁପ୍ରିମକୋର୍ଟ ।
ସନ୍ଦେହରେ ଗିରଫ ସହ ଥାର୍ଡ ଡିଗ୍ରୀ ବ୍ୟବହାର କରି ସ୍ବୀକାର କରାଇ ନେଇଥିଲେ ।
୨୦୦୪ରେ ୩ ଜଣ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment