BREAKING
Loading...
:

ବିନା ଦୋଷରେ ଜେଲ୍‌ରେ ୨୨ ବର୍ଷ ।

 



ବିନା ଦୋଷରେ ଜେଲ୍‌ରେ ୨୨ ବର୍ଷ ।

ଟ୍ରିପଲ୍ ମର୍ଡର ମାମଲାରେ ୨୨ ବର୍ଷ ଜେଲ୍‌ରେ ରହିବା ପରେ ଦୋଷମୁକ୍ତ ।

ଅଭିଯୁକ୍ତ ନବରଙ୍ଗପୁରର ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ ।

ନ୍ୟାୟ ବ୍ୟବସ୍ଥାର ସାମୂହିକ ବିଫଳତା କହିଲେ ୩ ଜଣିଆ ଖଣ୍ଡପୀଠ ।

ବିନା ପ୍ରମାଣରେ ଜଣେ ବ୍ୟକ୍ତିଙ୍କ ୨୨ ବର୍ଷ ଛଡ଼ାଇ ନିଆଗଲା- ସୁପ୍ରିମକୋର୍ଟ ।

ସନ୍ଦେହରେ ଗିରଫ ସହ ଥାର୍ଡ ଡିଗ୍ରୀ ବ୍ୟବହାର କରି ସ୍ବୀକାର କରାଇ ନେଇଥିଲେ ।

୨୦୦୪ରେ ୩ ଜଣ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS