BREAKING
Loading...
:

ବାଂଲାଦେଶକୁ ଫେରିବି- ଶେଖ୍ ହାସିନା ।

 



ବାଂଲାଦେଶକୁ ଫେରିବି- ଶେଖ୍ ହାସିନା ।

ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିସିରେ ହାସିନାଙ୍କ ସମ୍ବୋଧନ ।

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମ୍ବୋଧନ-

ଗତ ୨ ବର୍ଷ ହେଲା ବାଂଲାଦେଶରେ ଅରାଜକତା ଚାଲିଛି କହିଲେ ।

ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଉଛି, ସଂଖ୍ୟାଲଘୁ ନିର୍ଯାତିତ' ।

ଅତି କମ୍‌ରେ ୧୦ ହଜାର ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଇଛି' ।

ମୁଜିବୁର୍ ରେହମାନଙ୍କ ପ୍ରତିଟି ଚିହ୍ନକୁ ଧ୍ବଂସ କରିବାକୁ ଉଦ୍ୟମ ଚାଲିଛି' ।

ଯେଉଁ ବାଂଲାଦେଶକୁ ଆମେ ଗଢ଼ିଥିଲୁ, ଏବେ ସେହି ବାଂଲାଦେଶ ନୁହେଁ' ।

୧୯୭୧ରେ ଦେଶ ଗଠନ ବେଳେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ' ।

ମୁଁ ମୋ ଦେଶକୁ ଫେରିବି, ଜନତା ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍‌ଦାର' ।

ବାଂଲାଦେଶ ପୁନର୍ଗଠନରେ ସାହାଯ୍ୟ କରିବି- ହାସିନା ।

ମୋତେ ମାରନ୍ତୁ କିମ୍ବା ଜେଲ୍‌ରେ ପୂରାନ୍ତୁ ମୁଁ ଦେଶକୁ ଫେରିବି' ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS