ବିଜେପି କର୍ମୀଙ୍କୁ ହତ୍ୟା; ୨ଅଟକ ।
ଭବାନୀପାଟଣା: ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ୨ ଅଟକ ।
୨ ଜଣଙ୍କୁ ଅଟକ ନେଇ ସୂଚନା ଦେଲେ କଳାହାଣ୍ଡି ଏସ୍ପି ।
ମଦନପୁର ରାମପୁର ଥାନାରେ ହତ୍ୟା ମାମଲା ରୁଜୁ ।
ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment