BREAKING
Loading...
:

ସଂଶୋଧିତ ପାଠ୍ୟପୁସ୍ତକ ତ୍ରୁଟି ନେଇ ସ୍ପଷ୍ଟୀକରଣ

 



ସଂଶୋଧିତ ପାଠ୍ୟପୁସ୍ତକ ତ୍ରୁଟି ନେଇ ସ୍ପଷ୍ଟୀକରଣ ।

ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନେଇ ସ୍ପଷ୍ଟୀକରଣ ।

ସ୍ପଷ୍ଟୀକରଣ ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ କହିଲା ବିଭାଗ ।

ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ସଂଶୋଧନ ଜାରି ରହିଛି ।

ଖୁବ ଶୀଘ୍ର ସଂଶୋଧିତ ପାଠ୍ୟ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS