الصفحة الرئيسية ଲାଞ୍ଚୁଆ RIଙ୍କୁ ଧରିଲା ଭିଜିଲାନ୍ସ Debi Prasad Dash يوليو 15, 2026 0 ଲାଞ୍ଚୁଆ RIଙ୍କୁ ଧରିଲା ଭିଜିଲାନ୍ସ ।ଗୁଣୁପୁର: ଭିଜିଲାନ୍ସ ଜାଲରେ ସିରିଝୋଲି RI ସୁଶାନ୍ତ ମଲ୍ଲିକ ।୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଜମିପଟ୍ଟା ମ୍ୟୁଟେସନ୍ ବାବଦକୁ ୨୫ ହଜାର ଲାଞ୍ଚ ନେଉଥିଲେ ।ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق