الصفحة الرئيسية କାଲି ୪ଟାରେ ରଥଟଣା Debi Prasad Dash يوليو 15, 2026 0 କାଲି ୪ଟାରେ ରଥଟଣା ।ପୁରୀ: କାଲି ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ।ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା ।କାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା, ସାଢ଼େ ୯ରୁ ସାଢ଼େ ୧୨ ପହଣ୍ଡି ।୨ଟାରୁ ୩ଟା ଭିତରେ ଛେରା ପହଁରା ପରେ ୪ଟାରୁ ହେବ ରଥ ଟଣା ।
إرسال تعليق