ବ୍ରମ୍ହପୁର, ସମ୍ରାଟ କଲେଜ କର୍ତ୍ତୃପକ୍ଷ ଙ୍କ ମାନମୁଖୀ କାର୍ଯ୍ୟ କଳାପ, BCA ପାସ କରିଥିବା ଛାତ୍ରଙ୍କୁ ଦେଉ ନାହାନ୍ତି TC ,କଲେଜର ସମସ୍ତ ରାଶି ପୈଠ କରିବା ପରେ ମଧ୍ୟ 15 ଦିନ ଧରି ଛାତ୍ରଙ୍କୁ ଦୌଡାଛନ୍ତି ।ଯାହା ଫଳରେ ଛାତ୍ର ଜଣଙ୍କ ଅନ୍ୟ କଲେଜରେ ନାମ ଲେଖାଇ ପାରୁ ନାହାଁନ୍ତି ,ଏନେଇ ପରିବାର ବର୍ଗ ଉପରସ୍ଥ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।ବାରମ୍ବାର ଏଭଳି ଘରେଇ ଶିକ୍ଷାନୁଷ୍ଠାନ ଗୁଡିକର ଦାଦାଗିରି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق