କୋଭିଡ ଭୟ ଗଞ୍ଜାମ ଜିଲ୍ଲାରେ ହାଇ ଆଲର୍ଟ ।
ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମ ଜିଲ୍ଲାରେ ହାଇ ଆଲର୍ଟ ।
ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHOଙ୍କ ନିର୍ଦ୍ଦେଶ ।
SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ ।
ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।
ଆଶା ଓ ଏଏନଏମ୍ କର୍ମୀ ଗ୍ରାମ ସ୍ତରରେ ଚିହ୍ନଟ କରିବେ ।
ଜ୍ୱର କିମ୍ବା ଶ୍ୱାସକଷ୍ଟ ରୋଗୀଙ୍କୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବେ ।
ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜନସ୍ଵ।ସ୍ତ୍ୟ ବିଭାଗର ନିରଦେସ୍ନାମା । ଏ ନେଇ ଜନସ୍ଵାସ୍ତ୍ୟ ନିର୍ଦେସକ ଦାକ୍ତର ରବିନ୍ଦ୍ରନାଥ ମିଷ୍ରଙ୍କ ସୁଚ୍ନା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق