*ସାନଖେମୁଣ୍ଡି ତହସିଲଦାରଙ୍କୁ ଗିରଫ ଦାବିରେ ଧାରଣାରେ ବସିଲେ ଯୁବତୀ*
*ସାନଖେମୁଣ୍ଡି ତହସିଲଦାର ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ*
*ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାର୍ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା ଦେଲେ ଯୁବତୀ*
*RTI ତଥ୍ୟ ମାଗିବାରୁ କାର୍ଯ୍ୟାଳୟ ଭିତରେ ପ୍ରତିଭା ନାମକ ଏକ ଯୁବତି ଙ୍କୁ ନାଲି ଆଖି ସହ ଦୁର୍ବ୍ୟବହାର କରିଥିବା ହେତୁ ତହସିଲଦାରଙ୍କ ପ୍ରକୋଷ୍ଠ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣା*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق