*ମୁକେଶକୁ ଏନକାଉଣ୍ଟର୍*
*ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର । ଗିରିରୋଡ଼ରେ ଯୁବକ ଉମେଶ ରଥ ଓ ବାନ୍ଧବିକୁ ଆକ୍ରମଣ ଘଟଣାରେ ମୁକେଶ ସାହୁ ଓରଫ ମୁକ୍ତେଶ୍ ଙ୍କୁ ଏନକାଉଣ୍ଟର ହୋଇଛି । ସେ ବର୍ତ୍ତମାନ ଏମକେସିଜି ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق