BREAKING
Loading...
:

ଢେଙ୍କାନାଳ ସହରର ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟର ଠାରେ ଧୁମ ମଚାଉଚି ଜାଦୁଗର ଆର କେ ହିରାଲାଲ ଙ୍କର ମ୍ୟାଜିକ୍ ସୋ।

 ଢେଙ୍କାନାଳ ସହରର ଆର୍ଟ ଆଣ୍ଡ୍ କ୍ରାଫ୍ଟ ସେଣ୍ଟର ଠାରେ ଧୁମ ମଚାଉଚି ଜାଦୁଗର ଆର କେ ହିରାଲାଲ ଙ୍କର ମ୍ୟାଜିକ୍ ସୋ।



          ଢେଙ୍କାନାଳ ସଦର : ଢେଙ୍କାନାଳ ସହର ଭାଗିରଥୀ ସାଗର କୂଳରେ ଥିବା ଆର୍ଟ ଏଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ପ୍ରସିଦ୍ଧ ଯାଦୁକର ଆର୍.କେ.ହୀରାଲାଲ୍‌ଙ୍କ ଦ୍ବାରା ମ୍ୟାଜିକ୍‌ ସୋ ପରିବେଷଣ କରାଯାଉଛି। ଦୀର୍ଘ ୩୦ ବର୍ଷ ଧରି ହୀରାଲାଲ୍ ଓଡିଶା ତଥା ଓଡିଶା ବାହାରେ ଏହି ଯାଦୁ ଦେଖାଉଛନ୍ତି। ଏଥିରେ ବିଭିନ୍ନ ନୂଆ ନୂଆ ପ୍ରକାରର ଯାଦୁ ପରିବେଷଣ କରୁଛନ୍ତି ଯଥା- ଗୋଟିଏ ଝିଅକୁ କାଟି ଯୋଡିବା,ଶୂନ୍ୟରେ ପାରା ଦେଖାଇବା,ଗ୍ଲାସ୍ ମେଜିକ୍,ବୋତଲ ମ୍ୟାଜିକ୍,ଗରିଲା,ଭୂତପ୍ରେତ ଦେଖାଇବା ଇତ୍ୟାଦି। ଏହି ମ୍ୟାଜିକ୍ ଦେଖିବା ପାଇଁ ସହରର ବହୁ ଲୋକଙ୍କର ଭିଡ ଲାଗୁଛି। ଢେଙ୍କାନାଳବାସୀ ଏହି ମ୍ୟାଜିକ୍ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଯୋଗଦେବାକୁ ଶ୍ରୀ ହୀରାଲାଲ୍ ଅନୁରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS