କୋରାପୁଟ l
ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଅଘଟଣ l
କୋରାପୁଟ ଜିଲ୍ଲା ର ମାଛ କୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା ଖବର ପାଇ ଦମକଳ ବାହିନୀ ଆଉ ପୋଲିସ ଟିମ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ନିଆଁ ଏତେ ଯୋର ରେ ଲାଗିଥିଲା ଯେ ତାର ଶବ୍ଦ କିଛି ଦୂର ରେ ଥିବା ଗାଁ କୁ ଶୁଣାଯାଇଥିଲା l ଟରବାଇନି ଓ କିଛି ଯନ୍ତ୍ର ପାତି ରେ ନିଆଁ ଲାଗିଯାଇଥିଲା ବେଳେ ଜଣେ ଯନ୍ତ୍ରୀ ବି ଆହତ ହୋଇଥିବା ଜଣାପଡିଛି l କାହିଁକି ଓ କେଉଁ କାରଣ ରୁ ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ କିଛି ବର୍ଷ ତଳେ ବି ଏହି କେନ୍ଦ୍ର ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق